spot_img

ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ..

ସୋମବାର ରାଜ୍ୟରେ ଆଉ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ଲାଭ କରିଛନ୍ତି । ଏହାସହ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭୭୯ ପହଂଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୨୩୨,ଜଣ ଥିବାବେଳେ କଟକରୁ ୧୩୧ ରାୟଗଡାରୁ ୧୧୨,ସୁନ୍ଦରଗଡରୁ ୧୧୧,ବାଲେଶ୍ୱରରୁ ୧୦୧,ଖୋର୍ଦ୍ଦା ୯୯,ଢୋଙ୍କାନାଳରୁ ୬୩ ମୟୁରଭଂଜରୁ ୫୧ ଗଜପତିରୁ ୪୯ କୋରାପୁଟରୁ ୪୯ଜଣ ଆରୋଗ୍ୟ ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular