spot_img

ପୋଖରୀରେ ବୁଡି ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଆନନ୍ଦପୁର ଆମ୍ବଗଡିଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୩ବର୍ଷର ଶିଶୁ ପୋଖରୀରେ ବୁଡି ମୃତୃ୍ୟ ହୋଇଛି ।ମୃତୃ୍ୟ ଶିଶୁ ଜଣଙ୍କ ମଦନ ଜେନାଙ୍କ ପୁଅ ଗୌତମ । ଖେଳୁଖେଳୁ ଅଜାଣତରେ ପୋଖରୀ ନିକଟକୁ ଚାଲିଯାଇଥିଲେ । କି୍ଛି ସମୟ ପରେ ତାକୁ ବହୁ ଖୋଜାଖୋଜି ପରେ ଶିଶୁଟିର ମୃତୃ୍ୟଦେହ ପୋଖରୀ ନିକଟରେ ମିଳିଥିଲା । ଉଦ୍ଦାର କରି ହସ୍ପିଟାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତୃ୍ୟ ଘୋଷଣା କରିଥିଲେ । ଶିଶୁଟିର ମୃତୃ୍ୟ ପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular