spot_img

ଭିଜିଲାନ୍ସ ଜାଲରେ ବାଲୁଗାଁ ରେଞ୍ଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଜଣେ ଅବସରପ୍ରାପ୍ତ ରେଞ୍ଜର । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜର ଅଭୟ ଜେନା ଭିଜିଳାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଳାନ୍ସ ବିଭାଗର ଅଧିକାରୀମାନେ ଚଢାଉ କରିଛନ୍ତି । ବିଶେଷ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱର, କେନ୍ଦ୍ରାପଡା, କଟକ ଓ ବାଲୁଗାଁରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ଅଭୟଙ୍କ ନାଁରେ କୋଟିଏରୁ ଅଧିକ ସମ୍ପତ୍ତି ଥିବା ଭିଜିଳାନ୍ସ ବିଭାଗର ଅଧିକାରୀ ମାନେ ଜାଣିବାକୁ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular