ବାଲେଶ୍ୱର: ବାଲେଶ୍ୱର ଜିଲ୍ଳା ତାଳପଦା ସ୍ଥିତ ଯାମୁକା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ଲାଗିଛି ଟାର୍ଗେଟ ଡ୍ରୋନ ବଂଶୀ । ମତ୍ସଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଏହା ଜାଲରେ ଲାଗିଥିଲା । ଏହି ଡ୍ରୋନଟିକୁ
ସାଧାରଣତଃ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବ୍ୟବହାର କରାଯାଇଥାଏ ଏଥି ସହ ମିଶାଇଲକୁ ଖସାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଏହି ଟାର୍ଗେଟ ଡ୍ରୋନ୍ ବଂଶୀ ବ୍ରିଟେନ୍ ଟେକ୍ନୋଲୋଜି ଦ୍ୱାରା ବିକଶିତ ହେବା ସହ ଏହାର ଲମ୍ବ ୨.୯୫ ମିଟର ହେବ ବୋଲି ଜଣାପଡିଛି । । ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ ଜମିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0