spot_img

ବିଶ୍ୱବିଦ୍ୟାଳୟ ସ୍ତରରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି କିଟ୍

ଜାତୀୟ ସ୍ତରରେ ପୁଣି କିଟକୁ ମିଳିଛି ସମ୍ନାନ । ARIIA- ୨୦୨୦ ତରଫରୁ ଜାରି କରାଯାଇଥିବା ରାକିଙ୍ଗ ଳିଷ୍ଟରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି । ଏହା ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଚେନ୍ନାଇର SRM ବିଶ୍ୱବିଦ୍ୟାଳୟ । ସେହିପରି ତୃତୀୟ ସ୍ଥାନ ଅଧିକାର କରିଛି ଭେଲୋରର VIT ବିଶ୍ୱବିଦ୍ୟାଳୟ । ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଳୟ ପକ୍ଷରୁ ଏବାବଦରେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular