ଭୁବନେଶ୍ୱର : ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ନୂଆ କଟକଣା ଜାରି କରିଛନ୍ତି ପରିବହନ କମିଶନର । ପୂର୍ବରୁ ଜରିମାନା ଆଦାୟ ହେଉଥିବା ବେଳେ ଏବେ ନିୟମରେ ଖିଲାପ କଲେ ୩ ମାସ ପାଇଁ ବାତିଲ ହେବ ଡିଏଲ ।

ମଦ ପିଇ ଗାଡ଼ି ଚଳାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥାହେବା, କିମ୍ବା ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ । ରେଡ଼୍ ଲାଇଟ କଟକଣା ନମାନି ଆଗକୁ ବଢ଼ିଲେ ବାତିଲ ହେବ DL । ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା ଗାଇଡ଼ଲାଇନ ଅନୁସାରେ ଜାରି ହୋଇଛି ଏହି କଟକଣା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0