spot_img

ପୁରୀ ରଥଯାତ୍ରାକୁ ଅନୁମତି ଦେଲେ ସୁପ୍ରିମର୍କୋଟ, ବଡ଼ଦାଣ୍ଡରେ ଗଡ଼ିବ ୩ରଥ

ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଶହଶହ ବର୍ଷର ପରମ୍ପରାକୁୁ ଦୃଷ୍ଟିରେ ରଖି ଆଜି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି । କେବଳ ପୁରୀ ରଥଯାତ୍ରା ଆୟୋଜିତ ନେଇ ସର୍ବୋଚ୍ଚନ୍ୟାୟଳୟ ନିଷ୍ପତି ନେଇଛନ୍ତି । କୋଭିଡ ସଂର୍ପକିତ ସମସ୍ତ ନିୟମ ମାତିବାକୁ ସୁପ୍ରିମର୍କୋଟ ନିଦେ୍ର୍ଦଶ ଦେଇଛନ୍ତି ।ଏହି ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟର ଏସଏ ବୋବଡ଼େ , ବିଚରାପତି ବୋପନ୍ନା ଓ ବିଚାର ପତି ମାହେଶ୍ୱରୀଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂଣ୍ଣ ରାୟ ଦେଇଛନ୍ତି । ମୁଖ୍ୟ ବିଚାର ପତି ବୋବଡ଼େ କହିଛନ୍ତି ପୁରୀରେ ରଥଯାତ୍ରାର ଆୟଜନ ଦାୟ୍ତ୍ୱ ଜଗନ୍ନାଥ ପରିଚାଳନା ସମିତି ଏବଂ ଓଡିଶା ସରକାରଙ୍କୁ ଛାଡିଦିଆଯାଉ । ବିନାଭକ୍ତ କଡ଼ା କଟକଣାରେ ରଥଯାତ୍ରା କରାଇବେ ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular