ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ୨ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଳାପାଳ । ଆସନ୍ତା ୨୫ ଓ ୨୬ ତରିଖରେ ପୁରା ଜିଲ୍ଳା ସଟଡାଉନ ରହିବ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ସଟଡାଉନ ଘୋଷଣା କରିଛନ୍ତି । ନବରଙ୍ଗପୁର ଜିଲ୍ଳାରେ ଆଜି ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0