spot_img

ଯାଜପୁର ଉପକାରାଗାରର କଏଦୀଙ୍କୁ କରୋନା

ଯାଜପୁର: ରଗଡିସ୍ଥିତ ଯାଜପୁରରୋଡ୍ ଉପକାରାଗାରର ୧୧୨ ଜଣ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କରୋଇ ଡାକ୍ତରୀ ଟିମ୍ ଦ୍ୱାରା ପରୀକ୍ଷା ପରେ ଏହି ରିପୋର୍ଟ ଆସିଛି । ଗତକାଲି ୧୧ ଜଣ ଓ ଆଜି ୧୦୧ ଜଣ କଏଦୀ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ କାରାଗାର ମଧ୍ୟରେ ଆଇସୋଲେସନରେ ରଖାଯାଇଛି । କରୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ହିମାଂଶୁ କୁମାରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକର୍ମୀମାନେ ଆଣ୍ଟିଜେନ୍ ପରୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular