spot_img

ଶୌଚାଳୟ ଝରକା ଭାଙ୍ଗି ଛୁ ମାରିଲା ଗଞ୍ଜେଇ ମାଫିଆ

ମୋହନା: ଶୌଚାଳୟ ଝରକା କଚ ଭାଙ୍ଗି ହାଜତରୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ । ଅଭିଯୁକ୍ତ ଜଣକ ହେଲା ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲ୍ଲିକ । ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଗଞ୍ଜେଇ ଚେରାଚାଲାଣ ମାମଲାରେ ପ୍ରମୋଦଙ୍କୁ ଗିରଫ କରିଥିଲା ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୋଲିସ୍ । ତେବେ ଅଭିଯୁକ୍ତ ଜଣକ ଶୌଚାଳୟ ଝରକା କାଚ ଭାଙ୍ଗି ଫେରାର ହୋଇଥିବା ଜଣାପଡିଛି । ଅଭିଯୁକ୍ତକୁ ଧରିବା ଲାଗି ୩ଜଣିଆ ଗଠିତ ଟିମ୍ ମିଶି ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular