କୋଲକତା ନାଇଟରାଇଡରର୍ସ ର ଅଧିନାୟକ ଦିନେଶ କାର୍ତ୍ତିକ ଚଳିତବର୍ଷ ଆଇପିଏଲକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଚଳିତବର୍ଷ କଡା ଅଭ୍ୟାସ ଏତେ ବି ହୋଇପାରିନାହିଁ । କିନ୍ତ୍ୁ ୨ଥରର ଚାମ୍ଫିୟାନ ଟିମ ନିଜର ପ୍ରଂଶସକଙ୍କୁ ଗୌରାବନ୍ୱିତ କରିବା ପାଇଁ ସେପ୍ଟେମ୍ବର ୧୯ରୁ ନିଜର ସର୍ବଶ୍ରେଷ୍ଠ ପ୍ରର୍ଦଶନ କରିବ । ସେ ନିଜର ଫ୍ୱେବସାଇଟରେ କହିଛନ୍ତି ଏହି ଆଇପିଏଲ ଭିନ୍ନ ହେବ ଯାହା ବିଶ୍ୱରେ ଯାହା ହୋଇଛି ଆମେ ଦୁଖିତ ଅଛୁ ।କ୍ରିକେଟ ଖେଳିବା ନିଶ୍ଚିତ ରୁପରେ ଚ୍ୟାଲେଂଜି ହେବ । କିନ୍ତ୍ୁ ଆମ ପ୍ରଶଂସକଙ୍କ ପାଇଁ ଆମ ମୁହଁରେ ହସ ପୁଣି ଫେରିପାଇବୁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0