ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଜଣେ ମାଓବାଦୀ ଇଚ୍ଚାପ୍ରକାଶ କରିଛି । ନକ୍ସଲ ସଂଗଠନର ଆଗଧାଡିର ସଦ୍ୟସ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ କୋଭିଡ ନିୟମ ମାନି ଏସପି ରିଶିକେଶ ଖିଲାରୀଙ୍କ ସମ୍ମୁଖରେ ଆତ୍ମସର୍ମପଣ କରିଛି । ବନ୍ଧୁକ ପରିବର୍ତ୍ତେ ବହି ଧରିବାକୁ ମନ କରିଛନ୍ତି ନକ୍ସଲ ଜଣଙ୍କ । ସେ ଛତିଶଗଡ ଜିଲ୍ଲାର ଦାନ୍ତେଫ୍ୱାଡା କାଙ୍କେରାପାରା ଅଂଚଳର ମହାଦେବ ମାଡକାମୀ ବୋଲି ଜଣାପଡିଛି । ମହାଦେବ ନାମରେ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଗତ ୨୦୧୫ ମସିହା ଜୁଲାଇ ମାସରେ ମାଓ ସଂଗଠନରେ ସାମିଲ ହୋଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0