spot_img

ଗୋଟିଏ ଦିନରେ ସର୍ବାଧିକ ସୁସ୍ଥ ୨୧୨୯ଜଣ କରୋନା ଆକ୍ରାନ୍ତ..

ଆଜି ରାଜ୍ୟରୁ ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏ ନେଇ ରାଜ୍ୟ ସୁଚନା ଓ ଲୋକସର୍ମ୍ଫକ ବିଭାଗ ତରଫରୁ ସୁଚନା ଦିଆଯାଇଛି ।ରବିବାର ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁର୍ବଣ୍ଣପୁରରୁ ଜଣେ ଲେଖାଁଏ ସୁସ୍ଥ ହୋଇଛନ୍ତି । ରାଜ୍ୟରୁ ଏଯାବତ ୫୨୨୭୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରେକର୍ଡ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular