spot_img

ଭଞ୍ଜନଗର ପେଟ୍ରୋଲ ପମ୍ପ ନିକଟରେ ଏଟିଏମ୍ ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ: ଲକଡାଉନ ସମୟରେ ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ କୁଲାଡ ମେନରୋଡ ପେଟ୍ରୋଲ ପମ୍ପ ନିକଟରେ ଥିବା ଏସବିଆ ଏଟିଏମରୁ ଦୁର୍ବୃତ୍ତମାନେ ଗତକାଲି ମଧ୍ୟରାତ୍ରୀରେ ଲୁଟ କରିଛନ୍ତି । ମେସିନର ମନିଟରଟି ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲା । କିନ୍ତୁ କେତେ ଟଙ୍କା ଲୁଟ କରିଛନ୍ତି ତାହା ଜଣାପଡି ନାହିଁ । ଖବର ପାଇ କୁଲାଡ ଫାଣ୍ଡି ପୋଲିସ ଘଟଣାସ୍ଥଳରେ କହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular