କଟକ: କଟକ କାଳିଆ ବୋଦା ଶ୍ମଶାନରେ କରୋନା ପଜିଟିଭ୍ଙ୍କ ମୃତଦେହ ପୋଡ଼ିବାକୁ ବିରୋଧ । ଶିଖରପୁର ନଦୀ କୂଳ ସାହିର ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି । ଶ୍ମଶାନ ଗଡ଼ା ନିକଟରେ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଛନ୍ତି ।
ଶ୍ମଶାନରେ କରୋନା ପଜିଟିଭଙ୍କ ମୃତଦେହ ପୋଡା ହେବ ପରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ କରୋନା ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛିକ।
କରୋନା ଭୟରେ ଶବ ସତ୍କାରକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକ। କିଛିମାସ ତଳେ ବ୍ରହ୍ମପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। କରୋନା ଭୟରେ ଜଣେ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ନେଲା ନାହିଁ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।



Visitors Today : 2
Total Visitors : 130556
Total Views : 9892109
Visitors Online Now : 0