spot_img

୧ବର୍ଷ ପାଇଁ ଅନ୍ତରୀଣ ଅଧ୍ୟକ୍ଷା ପଦରେ ରହିବେ ସୋନିଆଗାନ୍ଧୀ..

ବିଗତ କିଛି ଦିନ ହେବ କଂଗ୍ରେସ ରେ ହାଇଭୋଲେଟେଜ ଡ୍ରାମା ଚାଲିଆସୁଛି । ଆଜି ସିଡବ୍ଲୁସିର ବୈଠକରେ ଚୁଡାନ୍ତ ନିଷ୍ପତ୍ତି ପରେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ସୋନିଆ ଅଧକ୍ଷା ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଗୁରୁତ୍ୱପୁର୍ଣ୍ଣ ବୈଠକରେ ଏନେଇ ସହମତି ପ୍ରକାଶ ପାଇଥିବା ଜଣାପଡିଛି । ଅଧକ୍ଷା ପଦନେଇ ଜୋରସୋର ହାଇକମ୍ଫନ ଚାଲୁଥିବାବେଳେ ଦିନତମାମ ଏହାର ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଦଳରେ ଶୀର୍ଷ ରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular