୨୦୧୮ ମସିହାରେ କେନ୍ଦ୍ର ସରକାର ୮.୫ କୋଟି ଚାଷୀଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କିଷା ସମ୍ମାନ ନିଧି ଯୋଜନା ଆରମ୍ଣ କରିଥିଲେ ।ଇତି ମଧ୍ୟରେ ଦେଶରେ ପାଖାପାଖୀ ୭୫ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦିଆସରିଲାଣି । ଭାରତର ମହାଲେଖାକାର ନରେନ୍ଦ୍ର ମୋଦି ସରକାରଙ୍କ ଏହି ଚାଷୀ କଲ୍ୟାଣ ଯୋଜନାରେ ଅଡିଟ୍ କରିବାକୁ ସ୍ଥିର କରିଛନ୍ତି ।କେବଳ ସେତିକି ନୁହେଁ ୭୪ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ସହରାଚଂଳକୁ ଦିଆଯାଉଥିବା ଅର୍ଥର ବିନିଯୋଗ ସଂପର୍କରେ ମଧ୍ୟ ଏ ବର୍ଷ ସମୀକ୍ଷା କରିବେ ସିଏଜି ..ା ଆହୁରି ବଡକଥା ହେଉଛିବହୁ ବର୍ଷ ପରେ ଦେଶର ବେଆଇନ ଖଣି କାରବାର ସଂପର୍କରେ ମଧ୍ୟ ସିଏଜି ଏଥର ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୁର୍ବରୁ ଖଣି ରିପୋ୪ର୍ଟ ଅନିୟମିତତା ନେଇ ସିବିଆଇ ତଦନ୍ତ ପର୍ଯ୍ୟନ୍ତ କଥା ଯାଇଥିଲା । ସୁପ୍ରିମକୋର୍ଟ ଙ୍କ ନିଦେ୍ର୍ଦଶରେ ଜଷ୍ଟିସ ଏମ୍ ବି ସାହା କମୀିଶନ ଘଟଣାରେ ଅନୁଧ୍ୟାନ କରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଯାହା ଉପରେ କେନ୍ଦ୍ର ,ସରକାର ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି ।
ଏହାବ୍ୟତିତ ୨୦୨୦-୨୧ ବର୍ଷ ପାଇଁ ସିଏଜି ଯେଉଣ ଯୋଜନା ଗୁଡିକର ଅଡିଟ୍ କରିବାକୁ ସ୍ଥିର କରିଛନ୍ତି ।ସେ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନା ପ୍ରତି ଘରକୁ ବିଜୁଳି ଯୋଜନା ଆଦି ଅନ୍ତଭୁକ୍ତ ।ଏହି ଯୋଜନାରେ କେନ୍ଦ୍ର ସରକାର ୧୦୭ ନିୟୁତ ଗରିବ ପରିବାର ପାଇଂ ୫ଲକ୍ଷ ଟଙ୍କା ପଜଜ୍ଞନ୍ତ ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ଏହି ଆଳରେ ସରକାରୀ ଡାକ୍ତରଖାନାରେ .କିଭଳି ଉପକରଣ ରହିଛି । େଓøଷଧ ଆଦିର ସଂରକ୍ଷଣ କିଣାବିକତା ବ୍ୟବସ୍ଥାରେ ଅନୁଧ୍ୟାନ କରାଯିବ । ଅନୁରୁର ଭାବେ ବିଜୁଳି ଯୋଜନାରେ ମଧ୍ୟ ହଜାର ହଜାର କୋଟି ଟଙ୍କା ବିନିଯୋଗ ହେଲାଣି । ତାହାର ବିନିଯୋଗ ବାବଦରେ ମଧ୍ୟ ସିଏଜି ଅନୁଧ୍ୟାନ କରିବ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0