spot_img

ସାମ୍ବାଦିକଙ୍କ ଉପରେ ଦାଦାଗିରି…

ସାମ୍ବାଦିକ ଉପରେ ଦାଦାଗିରି.. ସାମ୍ବାଦିକ ସମ୍ବିଳନୀରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସେନର ସାମ୍ବାଦିକଙ୍କୁ ପିଟିବାକୁ ଧମକ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଦୁର୍ନୀତି ଅଭିଯୋଗରେ ସାମିଲ ଥିବା ନେଇ ପ୍ରଶ୍ନ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ମୁଥା ମାରିବେ ବୋଲି କହିଥିଲେ । ରାଷ୍ଟ୍ରପତିଙ୍କ ଏହି ମନ୍ତ୍ୟବ ପରେ ସାମ୍ବାଦିକଙ୍କ ବିରୋଧକୁ ଅଣଦେଖା କରି ଅଧିକ ମନ୍ତ୍ୟବ ନ ଦେଇ ଚାଲିଗଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular