spot_img

ନୀରବ ମୋଦିଙ୍କ ସ୍ତ୍ରୀଙ୍କୁ ରେଡ କର୍ଣ୍ଣର ନୋଟିସ୍..

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସ୍ତ୍ରୀଙ୍କୁ ରେଡ କର୍ଣ୍ଣର ନୋଟିସ୍ ଜାରି କରିଛି ।ଅମା ମୋଦିଙ୍କୁ ବିରୋଧରେ ମନି ଲଣ୍ତଂରି ମାମାଲାରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି ଇଣ୍ଟପୋଲ । ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩.୫୦୦ କୋଟି ଟଙ୍କା ଠକେଇ ମାମାଲରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଯାଂଚ କରିବା ପରେ ଇଣ୍ଟର ପୋଲ ଏହି ବିଂଗାପ୍ତି ଜାରି କରିଛି । ନୀରବ ମୋଦିଙ୍କ ସ୍ତ୍ରୀ ଅମା ମୋଦି ଆମେରିକାର ର ନାଗରିକ । ହେଲେ ଏବେ ଏଇ ନୋଟିସ ପରେ ଅମା ମୋଦିଙ୍କ ଭାରତ ପ୍ରତ୍ୟାଗମନରେ ପକ୍ରିୟା ଆରମ୍ଭ ହୋଇଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular