spot_img

ମହଙ୍ଗା ହେବ ମୋବାଇଲ ସେବା ..

ଭାରତୀ ଏୟାରଟେଲ ଚ୍ୟାୟାରମ୍ୟାନ ସୁନୀଲ ମିତ୍ତଲ ଆସନ୍ତା ୬ମାସରେ ମୋବାଇଲ ସେବା ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି ।କମ ଦାମରେ ଇଣ୍ଟରନେଟ ଲମ୍ବା ସମୟ ଧରି ଉପବ୍ଳଧ କରିବା ଦୁରସଂଚାର ଉଦ୍ୟାଗେି ପାଇଁ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ମାସିକ ୧୬୦ ଟଙ୍କାରେ ୧୬ଜିବି ଇଣ୍ଟରନେଟ ବ୍ୟବହାର କରାଯାଉଛି । ଏଭଳି ଶସ୍ତା ଦରକୁ ଦୁଖଦ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular