ଷ୍ଟାର ଧାବକ ବୋଲ୍ଟ ଉସେନଙ୍କ ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିଲେ ଇଣ୍ତିଜର ବ୍ୟାଟସମ୍ୟାନ କ୍ରିସ ଗେଲା ଏପଟେ ବୋଲ୍ଟଙ୍କ ରିପୋର୍ଟ ପଜିଟିଭ ଆସିଛି ।ଏହାପରେ ଗେଲ ନିଜର ଟେଷ୍ଟ କରାଇଥିଲେ ରିପୋର୍ଟ ନେଗେଟିଭ ଆସିଥିବା ସୁଚନା ମିଳିଛି ।ଫଳରେ ସେ କିଙ୍ଗ ଇଲେଭେନ୍ସ ସହ ଯୋଗ ଦେଇପାରିବେ । ଚଳିତବର୍ଷ ଆଇପିଏଲ ଆଗାମୀ ସେପେଟମ୍ବର ୧୯ରେ ଆରମ୍ଭ ହେବ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0