spot_img

ସୁଧୁରୁଛି ଟିକସ ବ୍ୟବସ୍ଥା ..ବୃଦ୍ଧି ପାଇଚି କରଦାତାଙ୍କ ସଂଖ୍ୟା..

ଦ୍ରବ୍ୟ ଓ ସେବା କର ଲାଗୁ ହେବା ଦ୍ୱାରା ଯେଉଁ ହାରରେ ଲୋକଙ୍କୁ ଟିକସ ଦେବାକୁ ପଡୁଥିଲା ତାହା ଏବେ ହ୍ରାସ ପାଇଛି ।ଏଥିସହ ଅନୁପାଳନ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଛି । ଯାହା ଫଳରେ କରଦାତା ସଂଖ୍ୟା ବୃଦ୍ଧି ପାଇ ୧୨.୪ କୋଟିରେ ପହଂଚିଛି ।ସୋମବାର ଅର୍ଥମନ୍ତ୍ରାଳୟ ଏନେଇ ଟିଟ୍ୱି କରି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular