୨୦୧୧ ବ୍ୟାଚ କର୍ଣ୍ଣାଟକ କ୍ୟାଡର ଆଇପିଏସ କେ.ଆନ୍ନାମାଲାଇ ଆଜି ବିଜେପିରେ
ଯୋଗ ଦେଇଛନ୍ତି । କର୍ଣ୍ଣାଟକରେ ସିଂଘମ ବୋଲାଉଥିବା ଏହି ପୁର୍ବତନ ପୋଲିସ ଅଫିସର ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି । ବିଜେପି ରଷ୍ଠ୍ରୀୟ ସାଧାରମ ସମ୍ଫାଦକ ଭି.ମୁରଲୀଧର ରାଓ ଓ ତାମିଲ ନାଡୁ ବିଜେପି ଅଧ୍ୟକ୍ଷ ଏଲ,ମୁରୁଗାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି ।ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ତାଙ୍କୁ ଭେଟି ଶୁଭେଚ୍ଚା ଜଣାଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0