ଆମେରିକାରେ ନୀରବ ମୋଦିଙ୍କ ୩କମ୍ଫାନୀ ବିରୋଧରେ ଜାରି ଦେବାଳିଆ ପ୍ରକିୟା ଅଧିନରେ ପଂଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)କୁ ପ୍ରଥମ କିସ୍ତିରେ ୨୪କୋଟି ଟଙ୍କା ଫେରସ୍ତ ପାଇଛି । ଏନେଇ କର୍ପୋଟର ବ୍ୟାଙ୍କ ସୁଚନା ଦେଇଛି । ମନ୍ତ୍ରାଣାଳୟ କହିଛି ଯେ ୨୧୮ରେ ପିଏନବି ଆମେରିକାରେ ନୀରବ ମୋଦିଙ୍କ କମ୍ଫାନୀ ବିଷୟରେ ମନ୍ତ୍ରାଣାଳୟକୁ ସୁଚନାୀ ଦେଇଥିଲେ । ଏହି କମ୍ଫାନାଗୁଡିକ ନିୟୁର୍କର ଦକ୍ଷିଣ ଜିଲ୍ଲାରେ ଦେବାଳିଆ ସୁରକ୍ଷା ଅଧିନରେ ଏକ ଆବେଦନ କରିଥିଲେ । ଏହା ପରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ମନ୍ତ୍ରଣାଳସକୁ ନିୟୁର୍କର ଦେବାଳିଆ ପ୍ରକିୟାରେ ସହାୟତା କରିବାକୁ ଅନୁରୋଧ କରିଥିଲା ।ମନ୍ତ୍ରାଣାଳୟ ଏହା ମଧ୍ୟ କହିଛି ଯେ ବିଦେଶରେ କର୍ପୋରେଟ ଠକେଇ ବିରୋଧର ଲଢେଇରେ ୩୨.୫ ଲକ୍ଷ ଡଲାରର ଏହା ପ୍ରଥମ ପ୍ରାପ୍ତି ଭାରତ ସରକାର ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରାଣାଳୟ ପାଇଁ ଏହା ଏକ ଅଦ୍ୱିତୀୟ ସଫଳତା



Visitors Today : 1
Total Visitors : 130303
Total Views : 9891806
Visitors Online Now : 0