ଲଗାତାର ସୁନା ଦମ ବୃଦ୍ଧିରେ ଲାଗିଛି ବ୍ରେକ.. ସୁନା ଦାମ ହ୍ରାସ ହୋଇଛି । ରାଜଧାନୀ ଦିଲ୍ଲୀରେ ସୁନା ଦାମ ୧୦ ଗ୍ରାମ ପ୍ରତି ୫୫୭ ଟଙ୍କା ଖସି ୫୨,୩୫୦ଟଙ୍କା ରହିଛି । ଏଚଏଫଡିସି ସୁ୍ୟକିରିଟ ଏନେଇ ସୁଚନା ଦେଇଛନ୍ତି । ସେହିପରି ରୁପା ଦାମରେ ମଧ୍ୟ କିଲୋ ପିଛା ୧,୬୦୬ ଟଙ୍କା ହ୍ରାସ ହୋଇ ୬୬,୭୩୬ ଟଙ୍କାରେ ପହଂଚିଛି । ପୁର୍ବ କାରବାରରେ ଏହା କିଲୋଗ୍ରାମ ପ୍ରତି ୬୮,୩୪୨ଟଙ୍କାରେ ରହିଥିଲା । ପୁର୍ବ କାରବାରରେ ସୁନା ଦାମ ୧୦ଗ୍ରାମ ପିଛା ୫୨,୯୦୭ ଟଙ୍କାରେ କାରବାର ବନ୍ଦ କରିଥିଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0