spot_img

ତେଜୁଛି ବଗଲା ଧର୍ମଶାଳା ବିବାଦ ପ୍ରସଙ୍ଗ…

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ ପାତ୍ର । କୋର୍ଟରେ ବଗଲା ଧର୍ମଶାଳା ମାମଲାଟି ଥିବା ବେଳେ ରାଜ୍ୟ ସରକାର ଜମିଟିକୁ ବିକ୍ରି କରିଥିବା କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଲେ ସମ୍ବିତ। ଏହା ସହ ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାଇବେ ବୋଲି ସେ କହିଛନ୍ତି । ତେବେ ପ୍ରସଙ୍ଗକୁ ଗୁରୁତ୍ଵର ସହ ନେବା ସହିତ ସୋମବାର ସୁଦ୍ଧା କେନ୍ଦ୍ରମନ୍ତ୍ରୀ ଏହା ଉପରେ ନିଜର ମତାମତ ରଖିବେ ବୋଲି କହିଛନ୍ତି ସମ୍ବିତ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular