ସୁଶାନ୍ତ ସିଂ ମୃତୃ୍ୟ ମାମାଲାରେ ସିବିଆଇ ତଦନ୍ତର ଆଜି ଅଷ୍ଟମ ଦିନ ହୋଇଥିବାବେଳେ ଏହି ମାମାଲାରେ ପ୍ରତିଦିନ ନୁଆ ନୁଆ ଖୁଲାସା ହୋଇଛି । ସେହିପରି ଗୁରୁବାର ମାମାଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସମସ୍ତ ଅଭିଯୋଗ ଉପରେ ଖୁଲାସା କରିଛନ୍ତି ।ସିବିଆଇ ଟିମ ଏବେ ଡିଆରଡିଓ ଗେଷ୍ଟ ହାଉସରେ ପହଂଚିଛନ୍ତି ।ପାଟନାରେ ରୁଜୁ ହୋଇଥିବା ମାମାଲାରେ ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସିବିଆଇ ଏବେ ସୁଦ୍ଧା ରିୟାଙ୍କ ଭାଇ ସୈାଭିକ,ଓ ବାପାଙ୍କୁ ପଚାରଉଚାର କରିସାରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0