spot_img

ବଲିଉଡ ନିର୍ଦେଶକ ହନି ତ୍ରେହାନ୍ କରୋନାରେ ସଂକ୍ରମିତ

ମୁମ୍ବାଇ: ଓଟିଟିରେ ରିଲିଜ ହୋଇଥିବା ଫିଲ୍ମ‘ରାତ ଅକେଲି ହେ’ର ନିର୍ଦେଶକ ହନି ତ୍ରେହନ କରୋନା ଭାଇରସରେ ସଂକ୍ରମିତ । ଜୁଲାଇ ୩୧ ତାରିଖରେ ଓଟିଟିରେ ରିଲିଜ ହୋଇଥିଲା ଫିଲ୍ମି ‘ରାତ ଅକେଲି ହେ’ । ଏ ନେଇ ସେ ନିଜେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ହନି ତ୍ରେହନ ମଧ୍ୟ ଏହି ଖବର ବିଏମସିକୁ ମଧ୍ୟ ସୂଚିତ କରିଥିବା ଜଣା ପଡିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେମାନେ ତାଙ୍କ କରୋନା ଟେଷ୍ଟ୍ କରାଇବା ପାଇଁ । ହନି ଫିଲ୍ମ ‘ରାତ ଅକେଲି ହେ’ରୁ ନିର୍ଦେଶନା ଦୁନିଆରେ ପାଦ ରଖିଛନ୍ତି। ଏହି ଫିଲ୍ମରେ ନଓ୍ବାଜୁଦ୍ଦିନ ସିଦ୍ଦିକୀ ଏବଂ ରାଧିକା ଆପ୍ତେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular