ସ୍ୱାସ୍ଥ୍ୟ ଅବନତି କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଇସ୍ତଫା । ସ୍ୱାସ୍ଥ୍ୟଗତ କାରଣରୁ ପଦ ଛାଡିଛନ୍ତି ।ପେଟ ଜନିତ ରୋଗ ରେ ଗତ କିଛି ଦିନ ହେବ ପଡଡିତ ଥିଲେ ।ଏପରିକି ତାଙ୍କୁ ଅନେକଥର ହସ୍ପିଟାଲରେ ଭତ୍ତି କରାଯାଇଥିଲ । ତାଙ୍କ ଇସ୍ତଫା ନେଇ ଗତ କିଛି ହେବ ଚର୍ଚ୍ଚା ମଧ୍ୟ ଚାଲିଥିଲା ।ଏବେ ସେ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0