ଖବର ପରିବେଶଷ ସମୟରେ ସାମ୍ବଦିକତା ଆଚରଣରେ ନିୟମ ମାନିବାକୁ ଗଣମାଧ୍ୟମକୁ ପରାର୍ମଶ ଦେଇଛି ପ୍ରେସ କାଉନସିଲ୍ । ଜଣେ ଅଭିନେତାଙ୍କ ସନେ୍ଦହଜନକ ମୃତୁ୍ୟକୁ ନେଇ ତଦନ୍ତ ଚାଲୁଥିବାବେଳେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ନିଜ ନିଜ ହିସାବରେ ଖବର ପ୍ରସାରଣ କରିବା ସହ ପିସିଆଇ ଏଭଳି ପରାର୍ମଶ ଦେଇଛନ୍ତି । ତଦନ୍ତ ଚାଲୁଥିବା ମାମାଲାକୁ ନେଇ ନିଜ ହିସାବରେ ଖବର ପ୍ରସାରଣ ସହ ସାମ୍ବଦିକତା ଆଚରଣର ନିୟମ ନ ଉଲଂଘନ କରିବାକୁ ପରାର୍ମଶ ଦେଇଛି ପ୍ରେସ କାଉନସିଲ୍ ଗୁଜବ କୁ ନେଇ ଖବର ପ୍ରସାରଣ କରିବା ଆଦୈ ଠିକ ନୁହେଁ .. ଏହାଦ୍ୱାରା ତଦନ୍ତ ଉପରେ ପ୍ରଭାବ ପକାଇବ ବୋଲି କହିଛି ପିସିଆଇ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0