ବିହାରରେ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟ ଜେପି ନଡ୍ଡା ଶନିବାର ଏକ ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରିଥିଲେ, ଏଥିରେ ରାଜ୍ୟରେ ସାଂସଦ ଥିବା ଦଳର ନେତାମାନେ ଉପସ୍ଥିତ ଥିଲେ। ବିହାର ବିଜେପି ସଭାପତି ସଞ୍ଜୟ ଜୈସୱାଲ କହିଛନ୍ତି ଯେ ପ୍ରତ୍ୟେକ ସାଂସଦ ସେପ୍ଟେମ୍ବରରେ ପ୍ରତିଦିନ ଦୁଇଟି ପଞ୍ଚାୟତ ପରିଦର୍ଶନ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ। ଜୈସୱାଲ ଆହୁରି କହିଛନ୍ତି ଯେ ସମସ୍ତ ସାଂସଦ ମଧ୍ୟ ଜିଲ୍ଲା ଅଧିକାରୀଙ୍କୁ ପୃଥକ ଭାବେ ଭେଟିବେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0