spot_img

‘ଭାରତ ସହ ସୁସମ୍ପର୍କ ପାଇଁ ଇରାନ ପ୍ରତିଶ୍ରୁତିବଦ୍ଧ’

କୋଭିଡ-୧୯ ମହାମାରୀ ଓ ଇରାନ ବିରୋଧରେ ଅମେରିକାର କଟକଣା ଯୋଗୁଁ ଭାରତ-ଇରାନ ସଂପର୍କ ସାମୟିକ ଭାବେ ପ୍ରଭାବିତ ହୋଇଛି । ଇରାନର ଜଣେ ବରିଷ୍ଠ କୂଟନୀତିଜ୍ଞ ଏଭଳ ମତ ଦେଇଛନ୍ତି । କିନ୍ତୁ ଦୀର୍ଘଦିନ ଧରି ରହିଆସିଥିବା ଦ୍ୱିପାକ୍ଷିକ ସମ୍ପର୍କ ଓ ବୁଝାମଣା ବଜାୟ ରଖିବା ପାଇଁ ଦୁଇ ଦେଶ ଗଭୀର ଭାବେ ସଂକଳ୍ପବଦ୍ଧ ବୋଲି ସଂପୃକ୍ତ କୂଟନୀତିଜ୍ଞ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular