ଜଗତସିଂହପୁର: ଦଳେଇ ଘାଇରେ ଦେବୀ ଦନୀ ବିପଦ ସଙ୍କେତ ଟପିଛି । ଏଠାରେ ବିପଦ ସଙ୍କେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟର ଜଳ ପ୍ରବାହିତ ହେଉଛି । ସେହପରି ମାଛଗାଁରେ ବି ବିପଦ ସଙ୍କେତ ଉପରେ ଦେବୀ ଦନୀ ବହୁଛି । ଏଠାରେ ଦେବୀ ନଦୀ ବିପଦ ସଙ୍କେତ ୧୩ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ରହିଛି । ମହାନଦୀରେ ଜଳପତ୍ତନ ବୃଦ୍ଧି ପରେ ଜଗତସିଂହପୁର ଦେଇ ପ୍ରବାହିତ ଏହାର ଶାଖାନଦୀ ଗୁଡିକରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଦେବୀ ଓ ପାଇକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0