ବଲିଉଡ଼ର ଜଣେ ପ୍ରତିଷ୍ଠିତ କଳାକାରମାନଙ୍କ ମଧ୍ୟରୁ ଋାଜକୁମାର ରାଓ ହେଉଛନ୍ତି ଅନ୍ୟତମ । ସେ ବଲିଉଡ଼ରେ ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ମାଧ୍ୟମରେ ନିଜର ଛାପ ଛାଡ଼ିଛନ୍ତି । ରାଜକୁମାରଙ୍କ ଏହି ସଫଳତା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଛି । ରାଜକୁମାର ଅଗଷ୍ଟ ୩୧ରେ ନିଜ ଜନ୍ମଦିନ ପାଳନ କରନ୍ତି । ଜନ୍ମଦିନ ଅବସରରେ ତାଙ୍କ ଫିଲ୍ମ ‘ଟ୍ରେଣ୍ଡ’ ରେ ଆମେ ତାଙ୍କର ସଂଘର୍ଷ ବିଷୟରେ ଜଣେଇବୁ ।
ରାଜକୁମାର ରାଓଙ୍କ ଫିଲ୍ମ ‘ଟ୍ରେଣ୍ଡ’୨୦୧୬ ମସିହାରେ ରିଲିଜ୍ ହୋଇଥିଲା । କମ୍ ବଜେଟ୍ ରେ ତିଆରି ହୋଇଥିବା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନି । ଫିଲ୍ମ ‘ଟ୍ରେଣ୍ଡ’ ରେ ରାଜକୁମାରଙ୍କ ସୁନ୍ଦର ଅଭିନୟ ପାଇଁଁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା । ଏହି ଫିଲ୍ମରେ ଜଣେ ବ୍ୟକ୍ତି ଯିଏ କି ଭୁଲରେ ନିଜ ଘରେ କଏଦୀ ହୋଇଥାଏ । ଏବଂ ଗୋଟେ ସପ୍ତାହ ଭୋକ ଉପାସରେ ରହିବା ପରେ ଘରୁ ବାହାରକୁ ବାହାରେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0