spot_img

ବନ୍ଦ ହେବ କସୈାଟି ଜିନେ୍ଦଗୀ କି ୨!

‘କସୈାଟି ଜିନେ୍ଦଗୀ କି ୨’ ର କାଷ୍ଟରେ ଅନେକ ବଡ ପରିପତ୍ତ କରାଯାଇଛି । ଶୋ’ ର କାହାଣୀରେ ଅନେକ ମୋଡ ଆସିଥିଲା । କିନ୍ତୁ ଶୋ’ ର ଏପର୍ଯ୍ୟନ୍ତ ଭଲ ପ୍ରତିକ୍ରିୟା ଆସିପାରି ନାହିଁ । ଶୋ’ ତାର ପ୍ରଥମ ଭାଗ ପରି ସମାନ ସଫଳତା ହାସଲ କରିପାରୁନାହିଁ । ଏହି ଶୋ’ ରେ ପ୍ରଥମେ ମିଷ୍ଟର ବଜାଜଙ୍କ ରୋଲରେ କରନ ପଟେଲ ଓ ପରେ ପାର୍ଥ ସମଥାନଙ୍କ ଶୋ’ ଛାଡିବା କଥା ଦର୍ଶକଙ୍କୁ ନିରାଶ କରିଛି । ଏକ ରିପୋର୍ଟରୁ ଜଣାପଡିଛି ଯେ, ଶୋ’ କୁ ନେଇ ନିର୍ମାତାମାନେ ଖୁସି ନାହାଁନ୍ତି । ପାର୍ଥ ସମନାଥଙ୍କ ଶୋ’ ଛାଡିବା ପରେ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରିଦେବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସମସ୍ତ ଅଭିନେତାଙ୍କୁ ମଧ୍ୟ ପୂର୍ବରୁ ଜଣାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular