ଆଜି ବିଶ୍ୱ ନଡିଆ ଦିବସ..ପ୍ରତିବର୍ଷ ସେପ୍ଟେମ୍ବର ୨ତାରିଖରେ ବିଶ୍ୱ ନଡିଆ ଦିବସ ପାଳନ କରାଯାଏ । ଏପିସିସି ସର୍ବାଧିକ ଅର୍ଥନୈତିକ ବିକାଶ ହାସଲ କରିବା ପାଇଁ ଏସିଆଇ ଫେସିଫିକ ଅଂଚଳରେ ନଡିଆ ବିକାଶମୁଳକ କାର୍ଯ୍ୟକଳାପକୁ ପ୍ରେତ୍ସାହନ ,ସମନ୍ନୟ ,ଏବଂ ସାମଂଜସ୍ୟ କରିବା ପାଇଁ ୧୮ଜଣ ସଦସ୍ୟ ଦେଶର ଏକ ଆନ୍ତସରକାରୀ ସଂଗଠନ । ଏପିସିସି ର ପ୍ରତିଷ୍ଠାତା ସଦ୍ୟସମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଏହାର ମୁଖ୍ୟାଳୟ ଇଣ୍ତେନେସିଆର ଜାର୍କତ୍ତା ଠାରେ ଅବସ୍ଥିତ । ଭାରତରେ ନଡିଆ ବିକାଶ ବୋର୍ଡର ତତ୍ତ୍ୱବଧାନରେ ପ୍ରତିବର୍ଷ ବିଶ୍ୱ ନଡିଆ ଦିବସ ପାଳନ କରାଯାଏ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0