spot_img

ବନାରସରେ ୩୫୦ ନାବିକ ପରିବାରଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଲେ ସୋନୁ ସୁଦ୍ ..

ବଲିଉଡ ଅଭିନେତା ସୋନୁ ସୁଦ୍ ୩୫୦ ନାବିକ ପରିବାରଙ୍କୁ ରାସନ ଯୋଗାଇବାକୁ ଆଗେଇ ଆସିଛନ୍ତି । ସୋନୁ ଖୁବ ଶ୍ରିଘ୍ର ଏହି ନାବିକ ପରିବାରଙ୍କୁ ବନାରସକୁ ରାସନ ପଠାଇବେ । ବନାରସରେ ଲକଡାଉନ ଓ ବନ୍ୟା ଯୋଗୁଁ ଲୋକେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତିା ଲୋକେ ଭୋକ ଉପାସରେ ଦିନ କାଟୁଥିବାବେଳେ ୩୫୦ ପରିବାରଙ୍କୁ ରାସନ ଦେବା ପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular