ବଲିଉଡ ଅଭିନେତା ସୋନୁ ସୁଦ୍ ୩୫୦ ନାବିକ ପରିବାରଙ୍କୁ ରାସନ ଯୋଗାଇବାକୁ ଆଗେଇ ଆସିଛନ୍ତି । ସୋନୁ ଖୁବ ଶ୍ରିଘ୍ର ଏହି ନାବିକ ପରିବାରଙ୍କୁ ବନାରସକୁ ରାସନ ପଠାଇବେ । ବନାରସରେ ଲକଡାଉନ ଓ ବନ୍ୟା ଯୋଗୁଁ ଲୋକେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତିା ଲୋକେ ଭୋକ ଉପାସରେ ଦିନ କାଟୁଥିବାବେଳେ ୩୫୦ ପରିବାରଙ୍କୁ ରାସନ ଦେବା ପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ୍ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0