ପୁର୍ବ ଲଦାଖରେ ଚୁଲୁସ ଅଂଚଳରେ ସୀମାକୁ କେନ୍ଦ୍ର କରି ଭାରତ-ଚୀନ ସୀମା ମଧ୍ୟରେ ପୁଣି କେ ବିବାଦ ଦେଖିବାକୁ ମିଳିଛି । ପାଙ୍ଗଙ୍ଗ ସୋ ହ୍ରଦରେ ଦକ୍ଷିଣ ପାଶ୍ୱର୍ରେ ଗତ ଅଗଷ୍ଟ ୨୯ ଏବଂ ୩୦ ତାରିଖ ରାତିରେ ଚୀନ ସେନା ଅତିକ୍ରମ କରିଥିଲେ । ଏହି ସମୟରେ ଭାରତୀୟ ସେନା ଚୀନ ସେନାକୁ ଉଚିତ ଜବାବ ଦେବା ପାଇଁ ସେଠାରୁ ବିଦା କରିଥିଲେ । ତେବେ ଚୀନ ନିଜ ଦୋାଷ ସ୍ୱୀକାର କରିବା ବଦଳରେ ଭାରତ ଉପରେ ପାଲଟା ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି । ଏନେଇ ଚୀନ ବୈଦଶିକ ସେନା ମନ୍ତ୍ରାଳୟର ବୟାନ ସାମ୍ନାକୁ ଆସୁଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1