କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର | ଯଦି କଂଗ୍ରେସ ପୁଣି ଫେରିବାକୁ ଚାହୁଁଛି, ତା’ହେଲେ ଏସବୁ ବିଷୟ ତୁରନ୍ତ ସମାଧାନ ହେବା ଜରୁରୀ। ଆଗକୁ ନିର୍ବାଚନ ଅଛି। ଏହାକୁ ସମ୍ମୁଖୀନ ହେବାକୁ ହେଲେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବା ଦରକାର।” ସେ ଏର୍ଣ୍ଣାକୁଲମରେ ଗଣମାଧ୍ୟମକୁ କହିଛନ୍ତି, “କେହି ବି ଗୋଟିଏ ହେଲେ ଶବ୍ଦ ସୋନିଆ ଗାନ୍ଧିଙ୍କ ବିରୋଧରେ କହୁନାହାନ୍ତି। କିନ୍ତୁ ସେ ନିଜ ଆଡ଼କୁ ମୁଖିଆ ପଦରୁ ଓହରି ଯିବାକୁ କହୁଛନ୍ତି। ତେଣୁ ଜଣେ ନୂଆ ନେତା ତୁରନ୍ତ ତାଙ୍କ ସ୍ଥାନ ନେବା ଉଚିତ। ଯଦି ରାହୁଲ ଗାନ୍ଧି ଏହି ସ୍ଥାନ ନେବାକୁ ଚାହୁଁଛନ୍ତି, ତା’ହେଲେ ତୁରନ୍ତ ଏହି ପ୍ରକ୍ରିୟା ଶେଷ ହେବା ଦରକାର।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0