ଛତ୍ରପୁର କାରାଗାରରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ପିସିଆଇ ସଂସ୍ଥା ଦ୍ୱାରା ଛତ୍ରପୁର ଉପ କାରାଗାରରେ ବାତ ଜର ନିରାକରଣ ନିମନ୍ତେ ଔଷଧ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ ଡି ଏଚ ପକ୍ଷରୁ ସଞ୍ଜୀବ କୁମାର ସିଂହ, ଗୌରହରି ପଣ୍ଡା, ଦିପ୍ତିମଇ ପଣ୍ଡା ଓ ଝିଲିବାଳା ଗୌଡ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0