spot_img

ପିତା ହେଲେ MR.360

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ କ୍ରିକେଟର ଏବି.ଡି.ଭିଲିୟର୍ସ ତୃତୀୟଥର ପାଇଁ ପିତା ହୋଇଛନ୍ତି । ତାଙ୍କ ପତ୍ନୀ ଡେନିୟଲ ଡିଭିଲିୟର୍ସ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ନବଜାତ ଶିଶୁ ସହ ଏକ ଫୋଟ ସେୟାର ସେ କହିଛନ୍ତି, ଆମେ ଆମର ସୁନ୍ଦର ଶିଶୁକୁ ସ୍ୱାଗତ କରୁଛୁ । ତୁମେ ଆମ ପରିବାର ପାଇଁ ଆର୍ଶୀବାଦ । ଆମେ ତୁମକୁ ପାଇ ବହୁତ ଖୁସି । ଅନ୍ୟପଟେ ଡି.ଭିଲିୟର୍ସ ତାଙ୍କ ଝିଅଙ୍କ ନାମ ୟେନ୍ତେ ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular