ଇକ୍ମୋ ଚିକତ୍ସାଧୀନ ଥିବା ଅଭିଷେକଙ୍କ ଦେହାନ୍ତ,ଇକ୍ମୋ ଚିକତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କ ଦେହାନ୍ତ ।
ସ୍ୱଚନା ଦେଲେ ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି । ମାସାଧିକ କାଳ ହେଲା କୋଲକାତାରେ ଚିକତ୍ସାଧୀନ ଥିଲେ ଅଭିଷେକ ।
ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା । ପତ୍ନୀଙ୍କ ନିବେଦନ ଅନୁସାରେ ଅନେକ ଲୋକ ଚିକିସôା ପାଇଁ ଦାନ କରିଥିଲେ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0