spot_img

 ସୁଟିଂ ରେ ଆଉ ୨ ପଦକ

ସୁଟିଂ ରେ ଆଉ ୨ ପଦକ,୩ଟି ସ୍ୱର୍ଣ୍ଣ ସହ ଭାରତ ପଦକ ସଂଖ୍ୟା ୧୫କୁ ବୃଦ୍ଧି ।
ଦୁଇ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ।ସିଂହରାଜ ବ୍ୟକ୍ତିଗତ ଭାବେ ଜିତିଲେ ଦ୍ୱତୀୟ ପଦକ ।
ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ମନୀଷ ନରୱାଲ ।ସୁଟିଂରେ ରୌପ୍ୟ ପଦକ ଜିତିଲେ ସିଂହରାଜ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular