spot_img

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ

ଶ୍ରୀମନ୍ଦିର ପରିସରରେ ନାବାଳିକାକୁ ଅସଦାଚରଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଶ୍ରୀମନ୍ଦିର ଭିତରେ ଥିବା ବାମନ ମନ୍ଦିରରେ । ମନ୍ଦିରରେ ଥିବା ପୂଜକ ନାବାଳିକାଙ୍କୁ ଅସଦାଚରଣ କରିଥିବା ସୂଚନା ମିଳିଛି । ନାଁବାଳିକାଙ୍କ ଘର ଲୋକ ସିଂହଦ୍ୱାର ଥାନାରେ ଉକ୍ତ ପୂଜକକଙ୍କ ନାଁ’ରେ ଏତଲା ଦେଇଛିନ୍ତି । ପାକ୍ସୋ ଆକ୍ଟରେ ମାମଲା ରୁଜ୍ଜୁ ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ନାବାଳିକାଟି ପୁରୀ ବାହାରର ହୋଇଥିବା ଜଣାପଡିଛି । ସିଡବ୍ଲୁସି ନାବାଳିକାଙ୍କ କାଉନସିଲିଂ ପରେ ବୟାନ ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular