spot_img

ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଆଜି ଜାମିନ ମିଳିଛି । ମୁମ୍ବାଇର ଏକ ସିଟି କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ସେମାନେ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ ହୋଇଥିଲେ । ଏହା ସହ ସେମାନେ ଗଞ୍ଜେଇ ନେଉଥିବା କଥାକୁ ସ୍ୱୀକାର କରିଥିଲେ । ଅନ୍ୟପଟେ କୋର୍ଟ ଉଭୟଙ୍କୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular