ମୁମ୍ବାଇ: ବଲିଉଡର ଜଣେ ଚର୍ଚ୍ଚିତ ନିଦେ୍ର୍ଦଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ଚର୍ଚ୍ଚାରେ ଆସିଥିଲେ ପାୟଲ ଘୋଷ । ତେବେ ଅଭିନେତ୍ରୀ ପାୟଲ ଘୋଷ ଆଜି ଆରପିଆଇ ଦଳରେ ଯୋଗ ଦେଇ ପୁଣି ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହୀ ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ କହିଛନ୍ତି, ଅନୁରାଗ କଶ୍ୟପଙ୍କୁ ଯ୍ଖଶ କରିଥିଲା ଘାଏଲ ଏହି ହେଉଛନ୍ତି ସେହି ପାୟଲ । ସୂଚନା ଅନୁସାରେ ପାୟଲ ଘୋଷଙ୍କୁ ପାର୍ଟିର ମହିଳା ଶାଖାର ଉପସଭାପତି କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0