spot_img

ପୁଣି ସାରା ରାଜ୍ୟରେ ଆରମ୍ଭ ହେଲା ଡ଼ିଏଲ ଓ ଏଲ୍ ଏଲ୍ ଟେଷ୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ସରକାର ନିଦ୍ଧିଷ୍ଟ ଗାଇଡ଼ ଲାଇନ ଜାରି କରିଥିଲେ । ଇତି ମଧ୍ୟରେ ଦୀର୍ଘ ୬ମାସ ପରେ ସରକାର ସାରା ରାଜ୍ୟରେ ଟେଷ୍ଟ ଆରମ୍ଭ କଲେ ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ ୧୮ ତାରିଖରୁ ସମସ୍ତ ଡ୍ରାଇଭିଂ ଟେଷ୍ଟିଂ ବନ୍ଦ ରହିଥିଲା । ଅନ୍ୟପଟେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିନରେ ଥିବା ଟେଷ୍ଟିଂ ଟ୍ରାକରେ ଆରମ୍ଭ ହୋଇଛି ଏହି ଟେଷ୍ଟ । କେବଳ ଲକଡ଼ାଉନ ଓ ସଟଡ଼ାଉନ ଆଗରୁ ଡ଼ିଏଲ ଓ ଏଲ ଏଲ ଆବେଦନ କରିଥିବା ବ୍ୟକ୍ତି ହିଁ କେବଳ ଏହି ଟେଷ୍ଟରେ ସାମିଲ ହୋଇପାରିବେ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular