ଦିଲ୍ଲୀ :ଦିଲ୍ଲୀରୁ ଉହାନ ଯାଇଥିବା ଏୟାର ଇଣ୍ଡିଆ ବିମାନର ୧୯ ଯାତ୍ରୀଙ୍କୁ କରୋନା । ଏସମସ୍ତ ଯାତ୍ରୀ ଭାରତୀର ବୋଲି ଯଣାପଡ଼ିଛି । ବନେ୍ଦ ଭାରତ ମିଶନ ଅଧିନରେ ଏହି ବିମାନଟି ଉଡ଼ାଣ ଭରିଥିଲା । ଅନ୍ୟପଟେ ଭାରତ ୧୩ର ନଭେମ୍ବରରୁ ଚୀନକୁ ଆଉ ୪ଟି ବିମାନ ଉଡ଼ାଣ କରିବାକୁ ଘୋଷଣା କରାଯାଇଛି ।

Visitors Today : 5
Total Visitors : 130174
Total Views : 9891621
Visitors Online Now : 0