spot_img

ଅଜୟ ଦେବଗନଙ୍କ ନୂଆ ଫିଲ୍ମ ‘ଭୁଜ୍‌- ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’

ଆଗକୁ ଆସୁଛି ଅଜୟଙ୍କ ଅପ୍ କମିଙ୍ଗ୍ ଫିଲ୍ମ ‘ଭୁଜ୍‌- ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ । ଏହି ଫିଲ୍ମଟି ୧୯୭୧ ମସିହା ଇଣ୍ଡୋ- ପାକିସ୍ତାନ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଭାରତୀୟ ବାୟୁସେନାର ସ୍କ୍ୱାର୍ଡନ୍ ଲିଡ଼ର ବିଜୟ କାମିକ୍‌ଙ୍କ ଜୀବନୀ ଉପରେ ଆଧାରିତ । ଯୁଦ୍ଧ ସମୟରେ ଭୁଜ୍ ଏୟାରପୋର୍ଟର ପୁର୍ନଗଠନ କରିବା ସହ ପ୍ରାୟ ୩୦୦ ମହିଳାଙ୍କ ଉଦ୍ଧାର କାହାଣୀ ଉପରେ ଫିଲ୍ମଟି ଗତିଶୀଳ । ଭୂଷଣ କୁମାର ଓ ଅଭିଷେକ ଦୁଧୈୟାଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ଅଜୟ ଦେବଗନ୍‌ଙ୍କ ସହ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ଆଦି ନଜର ଆସିବେ । କୋଭିଡ଼୍ ପାଇଁ ଏହା ଥିଏଟରରେ ରିଲିଜ ନହୋଇ ଡିଜ୍‌ନୀ ହଟ୍‌ଷ୍ଟାର୍‌ରେ ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular